ସାହାସିକତା ଦେଖାଇଲେ ସୁଲ୍‌ତାନା : ଭୁଜାଲିରେ ହାଣି ଖସିଗଲେ ୨ ଦୁର୍ବୃତ୍ତ

ବାଲିଅନ୍ତା : ନିଛାଟିଆ ରାସ୍ତା। ଏକାକୀ ଥିଲେ ଯୁବତୀ ସୁଲ୍‌ତାନା। ମାରଣାସ୍ତ୍ରରେ ସଜ୍ଜିତ ୨ ଲୁଟେରା ତାଙ୍କୁ ଅଟକାଇ ଲୁଟିବାକୁ ଉଦ୍ୟମ କ‌ଲେ। ମାତ୍ର ସୁଲ୍‌ତାନା ଡରିଗଲେ ନାହିଁ। ଟଙ୍କା ବ୍ୟାଗ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ଦୁର୍ବୃତ୍ତଙ୍କ ସହ ଲଢ଼ିଲେ। ଏମିତିକି ଜଣେ ଦୁର୍ବୃତ୍ତକୁ କାବୁ କରିନେଲେ। ଶେଷରେ ଖସିବା ପାଇଁ ସେମାନେ ତାଙ୍କୁ ଭୁଜାଲିରେ ହାଣି ପକାଇଥିଲେ ଓ ଫେରାର୍ ହୋଇଯାଇଥିଲେ। ଆହତ ହେଲେ ବି ସୁଲ୍‌ତାନା … Continue reading ସାହାସିକତା ଦେଖାଇଲେ ସୁଲ୍‌ତାନା : ଭୁଜାଲିରେ ହାଣି ଖସିଗଲେ ୨ ଦୁର୍ବୃତ୍ତ